ଅଗଷ୍ଟ ଲାଗି କରୋନା କଟକଣା ଜାରି କ‌ଲେ ରାଜ୍ୟ ସରକାର : ୪ ଜିଲ୍ଲା ଓ ରାଉରକେଲାରେ ସପ୍ତାହନ୍ତ ସଟଡାଉନ୍‌

ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ବଳବତ୍ତର ଭୁବନେଶ୍ୱର: ଅଗଷ୍ଟ ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଗାଇଡଲାଇନ୍ ସଂପର୍କ‌ରେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଛନ୍ତି। ଅଗଷ୍ଟ ମାସରେ ରାଜ୍ୟ ସରକାର ଜୀବନ ସହ ଜୀବିକା ଉପରେ ଗୁରୁତ୍ବ ଦେଇ ବହୁ କଟକଣା କୋହଳ କରିଛନ୍ତି। ତେବେ ରାତ୍ରିକାଳିନ କର୍ଫ୍ୟୁକୁ ଜାରି … Continue reading ଅଗଷ୍ଟ ଲାଗି କରୋନା କଟକଣା ଜାରି କ‌ଲେ ରାଜ୍ୟ ସରକାର : ୪ ଜିଲ୍ଲା ଓ ରାଉରକେଲାରେ ସପ୍ତାହନ୍ତ ସଟଡାଉନ୍‌